କାର୍ଯ୍ୟକ୍ରମ ( ୨ )
ଦ୍ଵିତୀୟ ପଚିଶ ବର୍ଷ ( ୧୯୮୮ - ୨୦୧୩ )
ତୃତୀୟ ଭାଗ
ବର୍ଷ ବିବରଣୀ
୨୦୦୭ ଉତ୍କଳ ଦିବସ ଉତ୍ସବ - ଏପ୍ରିଲ୍ ୧ , ୨୦୦୭
ମଞ୍ଚ – ନାଟ୍ୟମଞ୍ଚ , ସୁରତ୍ , ଗୁଜୁରାଟ
ପ୍ରସ୍ତୁତି - ଗୀତିନାଟ୍ୟ “ ଶ୍ରୀମତୀ ସମାର୍ଜନୀ ”
ଓଡିଶୀ ଏବଂ ସମ୍ବଲପୁରୀ ଲୋକନୃତ୍ୟ
ଶ୍ରୀଜଗନ୍ନାଥାୟନ ଉତ୍ସବ - ମଇ ୫ , ୨୦୦୭
ମଞ୍ଚ – ରବୀନ୍ଦ୍ରମଣ୍ଡପ ନାଟ୍ୟମଞ୍ଚ , ଭୁବନେଶ୍ୱର
ପ୍ରସ୍ତୁତି - ଗୀତିନାଟ୍ୟ “ ଚଣ୍ଡାଳ ଗଜପତି ”
ବାଲିଯାତ୍ରା ଉତ୍ସବ – ନଭେମ୍ବର ୭ , ୨୦୦୭
ମଞ୍ଚ - ମହାନଦୀ ବାଲି ବାଲିଯାତ୍ରା ଭୂଇଁ ମଞ୍ଚ , କଟକ
ପ୍ରସ୍ତୁତି - ଗୀତିନାଟ୍ୟ “ ସର୍ପଯଜ୍ଞ ”
୨୦୦୮ ବିଶ୍ ୱ ନାଟ୍ୟ ଦିବସ ଉତ୍ସବ - ମାର୍ଚ୍ଚ ୨୭ , ୨୦୦୮
ମଞ୍ଚ – କଳାବିକାଶ କେନ୍ଦ୍ର ନାଟ୍ୟମଣ୍ଡପ , କଟକ
ପ୍ରସ୍ତୁତି - ଗୀତିନାଟ୍ୟ “ ମେଘନାଦ ବଧ ”
ଉତ୍କଳ ଦିବସ ଉତ୍ସବ - ଏପ୍ରିଲ୍ ୧ , ୨୦୦୮
ମଞ୍ଚ – ନାଟ୍ୟମଞ୍ଚ , ଦୁର୍ଗାପୁର , ପଶ୍ଚିମବଙ୍ଗ
ପ୍ରସ୍ତୁତି - ଗୀତିନାଟ୍ୟ “ ଶ୍ରୀମତୀ ସମାର୍ଜନୀ ”
ଓଡିଶୀ ଏବଂ ସମ୍ବଲପୁରୀ ଲୋକନୃତ୍ୟ
ବାଲିଯାତ୍ରା ଉତ୍ସବ – ନଭେମ୍ବର ୧୫ , ୨୦୦୮
ମଞ୍ଚ - ମହାନଦୀ ବାଲି ବାଲିଯାତ୍ରା ଭୂଇଁ ମଞ୍ଚ , କଟକ
ପ୍ରସ୍ତୁତି - ଗୀତିନାଟ୍ୟ “ ଅଭିମନ୍ୟୁ ବଧ ”
୨୦୦୯ ଉତ୍କଳ ଦିବସ ଉତ୍ସବ - ଏପ୍ରିଲ୍ ୧ , ୨୦୦୯
ମଞ୍ଚ – ନାଟ୍ୟମଞ୍ଚ , ଜାମସେଦ୍ ପୁର , ଝାଡଖଣ୍ଡ
ପ୍ରସ୍ତୁତି - ଗୀତିନାଟ୍ୟ “ ଶ୍ରୀମତୀ ସମାର୍ଜନୀ ”
ଓଡିଶୀ ଏବଂ ସମ୍ବଲପୁରୀ ଲୋକନୃତ୍ୟ
ରଜ ଉତ୍ସବ - ଜୁନ୍ ୧୬, ୨୦୦୯
ମଞ୍ଚ – ଶହୀଦ ଭବନ, କଟକ
ପ୍ରସ୍ତୁତି - ଗୀତିନାଟ୍ୟ “ଶ୍ରୀମତୀ ସମାର୍ଜନୀ ”
ଗଣକବି ବୈଷ୍ଣବ ପାଣି ସ୍ମୃତି ସଂଧ୍ୟା - ଅକ୍ଟୋବର୍ ୧୦, ୨୦୦୯
ମଞ୍ଚ – ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ, କଟକ
ପ୍ରସ୍ତୁତି - ଗୀତିନାଟ୍ୟ “ଦ୍ରୋଣାଚାର୍ଯ୍ୟ ବଧ ”
ବାଲିଯାତ୍ରା ଉତ୍ସବ – ନଭେମ୍ବର ୭ , ୨୦୦୯
ମଞ୍ଚ - ମହାନଦୀ ବାଲି ବାଲିଯାତ୍ରା ଭୂଇଁ ମଞ୍ଚ , କଟକ
ପ୍ରସ୍ତୁତି - ଗୀତିନାଟ୍ୟ “ ଦ୍ରୋଣାଚାର୍ଯ୍ୟ ବଧ ”
୨୦୧୦ ଉତ୍କଳ ଦିବସ ଉତ୍ସବ - ଏପ୍ରିଲ୍ ୧ , ୨୦୧୦
ମଞ୍ଚ – ନାଟ୍ୟମଞ୍ଚ , ଖଡଗପୁର , ପଶ୍ଚିମବଙ୍ଗ
ପ୍ରସ୍ତୁତି - ଗୀତିନାଟ୍ୟ “ ଶ୍ରୀମତୀ ସମାର୍ଜନୀ ”
ଓଡିଶୀ ଏବଂ ସମ୍ବଲପୁରୀ ଲୋକନୃତ୍ୟ
ରଥଯାତ୍ରା ଉତ୍ସବ - ଜୁଲାଇ ୧୩ , ୨୦୧୦
ମଞ୍ଚ – ଶ୍ରୀ ଜଗନ୍ନାଥ ମନ୍ଦିର ପରିସର , ବିଶାଖାପାଟଣା , ଆନ୍ଧ୍ରପ୍ରଦେଶ
ପ୍ରସ୍ତୁତି - ଗୀତିନାଟ୍ୟ “ ଶ୍ରୀମତୀ ସମାର୍ଜନୀ ”
ଓଡିଶୀ ଏବଂ ସମ୍ବଲପୁରୀ ଲୋକନୃତ୍ୟ
ବାଲିଯାତ୍ରା ଉତ୍ସବ – ନଭେମ୍ବର ୭ , ୨୦୧୦
ମଞ୍ଚ - ମହାନଦୀ ବାଲି ବାଲିଯାତ୍ରା ଭୂଇଁ ମଞ୍ଚ , କଟକ
ପ୍ରସ୍ତୁତି - ଗୀତିନାଟ୍ୟ “ ଅଭିମନ୍ୟୁ ବଧ ”
୨୦୧୧ ଫକୀରମୋହନ ଜୟନ୍ତୀ ଉତ୍ସବ - ଜାନୁଆରୀ ୧୪ , ୨୦୧୧
ମଞ୍ଚ – ଶାନ୍ତିକାନନ , ମୋତିଗଞ୍ଜ , ବାଲେଶ୍ୱର
ପ୍ରସ୍ତୁତି - ଗୀତିନାଟ୍ୟ “ ଶ୍ରୀମତୀ ସମାର୍ଜନୀ ”
ଓଡିଶୀ ଏବଂ ସମ୍ବଲପୁରୀ ଲୋକନୃତ୍ୟ
ସାଧାରଣତନ୍ତ୍ର ଦିବସ ଉତ୍ସବ - ଜାନୁଆରୀ ୨୬ , ୨୦୧୧
ମଞ୍ଚ – ପୁରୁଣା ଜେଲ୍ ପରିସର , କଟକ
ପ୍ରସ୍ତୁତି - ଦେଶାତ୍ମବୋଧ ସଂଗୀତ ଓ ଉଦ୍ବୋଧନ କବିତା ପାଠ
ସ୍ୱାଧୀନତାସଂଗ୍ରାମୀ ଗୋପୀନାଥ ଦାସ ଜୟନ୍ତୀ - ଜାନୁଆରୀ ୨୭ , ୨୦୧୧
ମଞ୍ଚ – ନାଟ୍ୟମଞ୍ଚ , ଅଗରପଡା , ଭଦ୍ରକ
ପ୍ରସ୍ତୁତି - ଗୀତିନାଟ୍ୟ “ ଶ୍ରୀମତୀ ସମାର୍ଜନୀ ”
ଅଷ୍ଟମ ଜାତୀୟ ନାଟ୍ୟ ଉତ୍ସବ - ଫେବୃଆରୀ ୨୦ , ୨୦୧୧
ମଞ୍ଚ – ଜୟଦେବ ସଦନ ରଙ୍ଗମଞ୍ଚ , ପାରାଦୀପ
ପ୍ରସ୍ତୁତି - ଗୀତିନାଟ୍ୟ “ କର୍ଣ୍ଣବଧ ”
ଉତ୍କଳ ଦିବସ ଉତ୍ସବ - ଏପ୍ରିଲ୍ ୧ , ୨୦୧୧
ମଞ୍ଚ – ନାଟ୍ୟମଞ୍ଚ ଇଚ୍ଛାପୁରମ୍ , ଶ୍ରୀକାକୁଲମ୍ , ଆନ୍ଧ୍ରପ୍ରଦେଶ
ପ୍ରସ୍ତୁତି - ଗୀତିନାଟ୍ୟ “ ଶ୍ରୀମତୀ ସମାର୍ଜନୀ ”
ଓଡିଶୀ ଏବଂ ସମ୍ବଲପୁରୀ ଲୋକନୃତ୍ୟ
ପୁରାତନ ଲୋକନାଟ୍ୟ ଉତ୍ସବ - ନଭେମ୍ବର୍ ୨୫ , ୨୦୧୧
ମଞ୍ଚ – ମୁକ୍ତାକାଶ ମଞ୍ଚ , ଓଡିଶା ସଙ୍ଗୀତ ମହାବିଦ୍ୟାଳୟ , ଭୁବନେଶ୍ୱର
ପ୍ରସ୍ତୁତି - ଗୀତିନାଟ୍ୟ “ କର୍ଣ୍ଣବଧ ”
ବାଲିଯାତ୍ରା ଉତ୍ସବ – ନଭେମ୍ବର ୩୦ , ୨୦୧୧
ମଞ୍ଚ - ମହାନଦୀ ବାଲି ବାଲିଯାତ୍ରା ଭୂଇଁ ମଞ୍ଚ , କଟକ
ପ୍ରସ୍ତୁତି - ଗୀତିନାଟ୍ୟ “ କର୍ଣ୍ଣବଧ ”
ତୋଷଳୀ ଲୋକକଳା ଉତ୍ସବ - ଡିସେମ୍ବର୍ ୧୨ , ୨୦୧୧
ମଞ୍ଚ – ମୁକ୍ତାକାଶ ମଞ୍ଚ , ଜନତା ମଇଦାନ , ଭୁବନେଶ୍ୱର
ପ୍ରସ୍ତୁତି - ଗୀତିନାଟ୍ୟ “ କର୍ଣ୍ଣବଧ ”
୨୦୧୨ ଉତ୍କଳ ଦିବସ ଉତ୍ସବ - ଏପ୍ରିଲ୍ ୧ , ୨୦୧୨
ମଞ୍ଚ – ଶ୍ରୀଜଗନ୍ନାଥ ମନ୍ଦିର ପରିସର , ବୋକାରୋ , ଝାଡଖଣ୍ଡ
ପ୍ରସ୍ତୁତି - ଗୀତିନାଟ୍ୟ “ ଶ୍ରୀମତୀ ସମାର୍ଜନୀ ”
ଓଡିଶୀ ଏବଂ ସମ୍ବଲପୁରୀ ଲୋକନୃତ୍ୟ
ଗୀତିନାଟ୍ୟ ସମାରୋହ , ଜୁନ୍ ୭ , ୨୦୧୨
ମଞ୍ଚ – ଶତାବ୍ଦୀ ଭବନ , କଟକ
ପ୍ରସ୍ତୁତି - ସୁଆଙ୍ଗ “ ରାଜା ହରିଶ୍ଚନ୍ଦ୍ର ”