କାର୍ଯ୍ୟକ୍ରମ (୨)
ଦ୍ଵିତୀୟ ପଚିଶ ବର୍ଷ ( ୧୯୮୮-୨୦୧୩ )
ଦ୍ଵିତୀୟ ଭାଗ
ବର୍ଷ ବିବରଣୀ
୧୯୯୫ ରଜତ ଜୟନ୍ତୀ ଉତ୍ସବ – “ସ୍ମୃତିଚାରଣ”, ମାର୍ଚ୍ଚ ୧,୧୯୮୮
ଦୂରଦର୍ଶନ କାର୍ଯ୍ୟକ୍ରମ – “କର୍ଣ୍ଣବଧ”, ଅକ୍ଟୋବର ୨୭,୧୯୮୮
ରଜତ ଜୟନ୍ତୀ ସ୍ମରଣିକା ଉନ୍ମୋଚନ ଉତ୍ସବ, ନଭେମ୍ବର୧୯୮୮
କାର୍ତ୍ତିକ ଉତ୍ସବ – ବାଲିଯାତ୍ରା, ନଭେମ୍ବର ୨୭, ୧୯୮୮
ମଞ୍ଚ - ବାରବାଟି ଦୁର୍ଗ ଗଡଖାଈ ନିକଟସ୍ଥ ମୁକ୍ତାକାଶ “ବିରାଟ ପ୍ରେକ୍ଷା ”
ପ୍ରସ୍ତୁତି - ଗୀତିନାଟ୍ୟ “ଦ୍ରୌପଦୀ ସ୍ଵୟମ୍ଵର ”
୧୯୮୯ ଉତ୍କଳ ଦିବସ ଉତ୍ସବ
(୧)
ଏପ୍ରିଲ୍ ୧, ୧୯୮୯
ମଞ୍ଚ - ମୁକ୍ତାକାଶ ମଞ୍ଚ, ହଂସଧ୍ଵନି ପ୍ରଗତି ମଇଦାନ୍, ନୂଆ ଦିଲ୍ଲୀ
ପ୍ରସ୍ତୁତି - ଗୀତିନାଟ୍ୟ “କର୍ଣ୍ଣବଧ ”
(୨)
ଏପ୍ରିଲ୍ ୩, ୧୯୮୯
ମଞ୍ଚ - ଏମ୍ ଏନ୍ ରାୟ ସଭାଗୃହ, ଡେରାଡୁନ୍, ହିମାଚଳ ପ୍ରଦେଶ
ପ୍ରସ୍ତୁତି - ଗୀତିନାଟ୍ୟ “କର୍ଣ୍ଣବଧ ”
ବିଷୁବ ସଂକାନ୍ତି ଉତ୍ସବ - ଏପ୍ରିଲ୍ ୧୪,୧୯୮୯
ମଞ୍ଚ - ମୁକ୍ତାକାଶ ମଞ୍ଚ, ଗୌରୀଶଙ୍କର ପାର୍କ, କଟକ
ପ୍ରସ୍ତୁତି - ଗୀତିନାଟ୍ୟ “ସର୍ପଯଜ୍ଞ ”
ଓଡିଶା ସରକାର ସଂସ୍କୃତି ବିଭାଗ କାର୍ଯ୍ୟକ୍ରମ, ଜୁଲାଇ ୨୨,୧୯୮୯
ମଞ୍ଚ – ସରକାରୀ କଳା ଗୃହ, ଭୁବନେଶ୍ଵର
ପ୍ରସ୍ତୁତି - ଗୀତିନାଟ୍ୟ “କର୍ଣ୍ଣବଧ ”
ବ୍ୟଙ୍ଗ ଗୀତିନାଟ୍ୟ “ଶ୍ରୀମତୀ ସମାର୍ଜନୀ ”
୧୯୯୦ ପୂର୍ବାଞ୍ଚଳ ଯାତ୍ରା ଉତ୍ସବ, ଏପ୍ରିଲ୍ ୪,୧୯୯୦
ମଞ୍ଚ – ନୌଗାଁ କଳା ଗୃହ, ଗୌହାଟୀ, ଆସାମ
ପ୍ରସ୍ତୁତି - ଗୀତିନାଟ୍ୟ “ସର୍ପଯଜ୍ଞ ”
ପାଇକ ଆଖଡା ଉତ୍ସବ ,ଜୁନ୍ ୧୫, ୧୯୯୦
ମଞ୍ଚ - ମୁକ୍ତାକାଶ ମଞ୍ଚ, ଖୋର୍ଦ୍ଧା ଗଡ, ଖୋର୍ଦ୍ଧା
ପ୍ରସ୍ତୁତି - ଗୀତିନାଟ୍ୟ “ସର୍ପଯଜ୍ଞ ”
କାର୍ତ୍ତିକ ଉତ୍ସବ – ବାଲିଯାତ୍ରା, ନଭେମ୍ବର ୧୧, ୧୯୯୦
ମଞ୍ଚ - ବାରବାଟି ଦୁର୍ଗ ଗଡଖାଈ ନିକଟସ୍ଥ ମୁକ୍ତାକାଶ “ବିରାଟ ପ୍ରେକ୍ଷା ”
ପ୍ରସ୍ତୁତି - ଗୀତିନାଟ୍ୟ “ଦ୍ରୋଣାଚାର୍ଯ୍ୟ ବଧ”
୧୯୯୧ ଉତ୍କଳ ଦିବସ ଉତ୍ସବ - ଏପ୍ରିଲ୍ ୧, ୧୯୯୧
ମଞ୍ଚ – କଳା ଗୃହ, ବାଙ୍ଗାଲୁରୁ, କର୍ଣ୍ଣାଟକ
ପ୍ରସ୍ତୁତି - ଗୀତିନାଟ୍ୟ “ଶ୍ରୀମଦ୍ ଭାଗବତ ”
କୋଣାର୍କ ଉତ୍ସବ, ନଭେମ୍ବର ୧୧, ୧୯୯୧
ମଞ୍ଚ - ମୁକ୍ତାକାଶ ମଞ୍ଚ, କୋଣାର୍କ , ପୁରୀ
ପ୍ରସ୍ତୁତି - ଗୀତିନାଟ୍ୟ “ସର୍ପଯଜ୍ଞ ”
୧୯୯୨ ଦୂରଦର୍ଶନ କାର୍ଯ୍ୟକ୍ରମ, ଜାନୁଆରୀ ୧୧, ୧୯୯୨
ମଞ୍ଚ – ଦୂରଦର୍ଶନ ପ୍ରେକ୍ଷାଗୃହ, ଭୁବନେଶ୍ଵର
ପ୍ରସ୍ତୁତି - ଗୀତିନାଟ୍ୟ “ଶାମ୍ଵ ବିଭା ”
ଉତ୍କଳ ଦିବସ ଉତ୍ସବ - ଏପ୍ରିଲ୍ ୧,୧୯୯୨
ମଞ୍ଚ – ବନାରସ୍ ହିନ୍ଦୁ ବିଶ୍ଵବିଦ୍ୟାଳୟ କଳା ଗୃହ , ବାରାଣସୀ
ପ୍ରସ୍ତୁତି - ଗୀତିନାଟ୍ୟ “ଶାମ୍ଵ ବିଭା ”
କାର୍ତ୍ତିକ ଉତ୍ସବ – ବାଲିଯାତ୍ରା, ନଭେମ୍ବର ୧୨, ୧୯୯୨
ମଞ୍ଚ - ବାରବାଟି ଦୁର୍ଗ ଗଡଖାଈ ନିକଟସ୍ଥ ମୁକ୍ତାକାଶ “ବିରାଟ ପ୍ରେକ୍ଷା ”
ପ୍ରସ୍ତୁତି - ଗୀତିନାଟ୍ୟ “ମହିଷମର୍ଦ୍ଦିନୀ ”
୧୯୯୩ କାର୍ତ୍ତିକ ଉତ୍ସବ – ବାଲିଯାତ୍ରା, ନଭେମ୍ବର ୨୭,୧୯୯୩
ମଞ୍ଚ - ବାରବାଟି ଦୁର୍ଗ ଗଡଖାଈ ନିକଟସ୍ଥ ମୁକ୍ତାକାଶ “ବିରାଟ ପ୍ରେକ୍ଷା ”
ପ୍ରସ୍ତୁତି- ଗୀତିନାଟ୍ୟ “ସର୍ପଯଜ୍ଞ ”
୧୯୯୪ ଦୂରଦର୍ଶନ କାର୍ଯ୍ୟକ୍ରମ - ଫେବୃଆରୀ ୧୭, ୧୯୯୪
ମଞ୍ଚ – ଦୂରଦର୍ଶନ କଳିଙ୍ଗ ପ୍ରେକ୍ଷାଗୃହ, ଭୁବନେଶ୍ଵର
ପ୍ରସ୍ତୁତି - ଗୀତିନାଟ୍ୟ “କାର୍ତ୍ତବୀର୍ଯ୍ୟ ସଂହାର ”
କାର୍ତ୍ତିକ ଉତ୍ସବ – ବାଲିଯାତ୍ରା, ନଭେମ୍ବର ୨୦, ୧୯୯୪
ମଞ୍ଚ - ବାରବାଟି ଦୁର୍ଗ ଗଡଖାଈ ନିକଟସ୍ଥ ମୁକ୍ତାକାଶ “ବିରାଟ ପ୍ରେକ୍ଷା ”
ପ୍ରସ୍ତୁତି - ଗୀତିନାଟ୍ୟ “ଚଣ୍ଡାଳ ଗଜପତି ”
୧୯୯୫ ପ୍ରତିଷ୍ଠାଦିବସ, ଆକାଶବାଣୀ, ଜାନୁଆରୀ ୨୮, ୧୯୯୫
ମଞ୍ଚ – ମୁକ୍ତାକାଶ ରଙ୍ଗମଞ୍ଚ, ଆକାଶବାଣୀ, କଟକ
ପ୍ରସ୍ତୁତି - ଗୀତିନାଟ୍ୟ “ଗଜପତି ପୁରୁଷୋତ୍ତମଦେବ ”
କାର୍ତ୍ତିକ ଉତ୍ସବ – ବାଲିଯାତ୍ରା, ନଭେମ୍ବର ୧୨, ୧୯୯୫
ମଞ୍ଚ - ବାରବାଟି ଦୁର୍ଗ ଗଡଖାଈ ନିକଟସ୍ଥ ମୁକ୍ତାକାଶ “ବିରାଟ ପ୍ରେକ୍ଷା ”
ପ୍ରସ୍ତୁତି - ଗୀତିନାଟ୍ୟ “ଦ୍ରୌପଦୀ ସ୍ୱୟଂବର ”
୧୯୯୬ ଉତ୍କଳ ଦିବସ ଉତ୍ସବ - ଏପ୍ରିଲ୍ ୧, ୧୯୯୬
ମଞ୍ଚ - ତାଲ୍ କୋଟରା ଷ୍ଟାଡିୟମ୍, ଦିଲ୍ଲୀ
ପ୍ରସ୍ତୁତି - ଗୀତିନାଟ୍ୟ “ଦ୍ରୋଣାଚାର୍ଯ୍ୟ ବଧ ”
ଉତ୍କଳ ଦିବସ ଉତ୍ସବ - ଏପ୍ରିଲ୍ ୧, ୧୯୯୭
ମଞ୍ଚ - ରବୀନ୍ଦ୍ର ନାଟ୍ୟମଞ୍ଚ, ହାଇଦ୍ରାବାଦ
ପ୍ରସ୍ତୁତି - ଗୀତିନାଟ୍ୟ “ମହିଷମର୍ଦ୍ଦିନୀ ”
ବାର୍ଷିକ ଉତ୍ସବ, ସରକାରୀ କର୍କଟ ଚିକିତ୍ସାଳୟ,- ଏପ୍ରିଲ୍ ୨୪, ୧୯୯୭
ମଞ୍ଚ – କର୍କଟ ଚିକିତ୍ସାଳୟ ପ୍ରାଙ୍ଗଣ, କଟକ
ପ୍ରସ୍ତୁତି - ଗୀତିନାଟ୍ୟ “ମହିଷମର୍ଦ୍ଦିନୀ ”
କାର୍ତ୍ତିକ ଉତ୍ସବ – ବାଲିଯାତ୍ରା, ନଭେମ୍ବର ୧୬, ୧୯୯୭
ମଞ୍ଚ - ବାରବାଟି ଦୁର୍ଗ ଗଡଖାଈ ନିକଟସ୍ଥ ମୁକ୍ତାକାଶ “ବିରାଟ ପ୍ରେକ୍ଷା ”
ପ୍ରସ୍ତୁତି - ଗୀତିନାଟ୍ୟ “ଜଳନ୍ଧର ବଧ ”
୧୯୯୮ ଉତ୍କଳ ଦିବସ ଉତ୍ସବ - ଏପ୍ରିଲ୍ ୧, ୧୯୯୮
ମଞ୍ଚ - ମାତୃମନ୍ଦିର ଆଶ୍ରମ, ପଣ୍ଡିଚେରୀ
ପ୍ରସ୍ତୁତି - ଗୀତିନାଟ୍ୟ “ସତୀ ବୃନ୍ଦାବତୀ ”
ଦୂରଦର୍ଶନ କାର୍ଯ୍ୟକ୍ରମ - ମଇ ୧୪,୧୯୯୮
ମଞ୍ଚ – ଦୂରଦର୍ଶନ କଳିଙ୍ଗ ପ୍ରେକ୍ଷାଗୃହ, ଭୁବନେଶ୍ଵର
ପ୍ରସ୍ତୁତି - ଗୀତିନାଟ୍ୟ ଜଳନ୍ଧର ବଧ ”
୧୯୯୯ ଉତ୍କଳ ଦିବସ ଉତ୍ସବ - ଏପ୍ରିଲ୍ ୧, ୧୯୯୯
ମଞ୍ଚ – ନାଟ୍ୟମଞ୍ଚ, ଇନ୍ଦୋର୍
ପ୍ରସ୍ତୁତି - ଗୀତିନାଟ୍ୟ “ଜଳନ୍ଧର ବଧ ”
୧୯୯୭ ଉତ୍କଳ ଦିବସ ଉତ୍ସବ - ଏପ୍ରିଲ୍ ୧, ୧୯୯୭
ମଞ୍ଚ - ରବୀନ୍ଦ୍ର ନାଟ୍ୟମଞ୍ଚ, ହାଇଦ୍ରାବାଦ
ପ୍ରସ୍ତୁତି - ଗୀତିନାଟ୍ୟ “ମହିଷମର୍ଦ୍ଦିନୀ ”
୨୦୦୦ ଉତ୍କଳ ଦିବସ ଉତ୍ସବ - ଏପ୍ରିଲ୍ ୧, ୨୦୦୦
ମଞ୍ଚ – ନାଟ୍ୟମଞ୍ଚ, ଦୁର୍ଗାପୁର
ପ୍ରସ୍ତୁତି - ଗୀତିନାଟ୍ୟ “ମହାସତୀ ”
ଗଣକବି ବୈଷ୍ଣବ ପାଣି ସମାରୋହ ଗୀତିନାଟ୍ୟ ଉତ୍ସବ –
ନଭେମ୍ବର୍ ୧୦-୧୧, ୨୦୦୦
ମଞ୍ଚ – ଗୌରୀଶଙ୍କର ପାର୍କ୍, କଟକ
ପ୍ରସ୍ତୁତି - ଗୀତିନାଟ୍ୟ “ଧର୍ମ ବିଶ୍ୱାମିତ୍ର କଳି ”
କାର୍ତ୍ତିକ ଉତ୍ସବ – ବାଲିଯାତ୍ରା, ନଭେମ୍ବର ୧୨, ୨୦୦୦
ମଞ୍ଚ - ବାରବାଟି ଦୁର୍ଗ ଗଡଖାଈ ନିକଟସ୍ଥ ମୁକ୍ତାକାଶ “ବିରାଟ ପ୍ରେକ୍ଷା ”
ପ୍ରସ୍ତୁତି - ଗୀତିନାଟ୍ୟ “ଦ୍ରୋଣାଚାର୍ଯ୍ୟ ବଧ ”
ଓଡିଶା ପ୍ରାଦେଶିକ ନାଟକ ପ୍ରତିଯୋଗିତା – ଡିସେମ୍ବର୍,୨୦୦୦
ମଞ୍ଚ – ନାଟ୍ୟମଞ୍ଚ, ଅନୁଗୁଳ
ପ୍ରସ୍ତୁତି - ଗୀତିନାଟ୍ୟ “ଚଣ୍ଡାଳ ଗଜପତି ”
୨୦୦୧ ଉତ୍କଳ ଦିବସ ଉତ୍ସବ - ଏପ୍ରିଲ୍ ୧, ୨୦୦୧
ମଞ୍ଚ – ନାଟ୍ୟମଞ୍ଚ, ବାଙ୍ଗାଲୁରୁ
ପ୍ରସ୍ତୁତି - ଗୀତିନାଟ୍ୟ “କାର୍ତ୍ତବୀର୍ଯ୍ୟ ସଂହାର ”
ବାଲିଯାତ୍ରା ଉତ୍ସବ – ଡିସେମ୍ବର୍ ୨, ୨୦୦୧
ମଞ୍ଚ - ମହାନଦୀ ବାଲି ବାଲିଯାତ୍ରା ଭୂଇଁ ମଞ୍ଚ, କଟକ
ପ୍ରସ୍ତୁତି - ଗୀତିନାଟ୍ୟ “କର୍ଣ୍ଣାର୍ଜୁନ ”
୨୦୦୨ ଉତ୍କଳ ଦିବସ ଉତ୍ସବ - ଏପ୍ରିଲ୍ ୧, ୨୦୦୨
ମଞ୍ଚ – ନାଟ୍ୟମଞ୍ଚ, ଖଡଗପୁର
ପ୍ରସ୍ତୁତି - ଗୀତିନାଟ୍ୟ “କର୍ଣ୍ଣବଧ ”
ରଥଯାତ୍ରା ଉତ୍ସବ - ଜୁଲାଇ ୧୬, ୨୦୦୨
ମଞ୍ଚ – ଗୁଣ୍ଡିଚା ମନ୍ଦିର ପ୍ରେକ୍ଷାଗୃହ, ଚାନ୍ଦିନୀଚଉକ, କଟକ
ପ୍ରସ୍ତୁତି - ଗୀତିନାଟ୍ୟ “ଚଣ୍ଡାଳ ଗଜପତି ”
ବାଲିଯାତ୍ରା ଉତ୍ସବ – ନଭେମ୍ବର, ୨୦୦୨
ମଞ୍ଚ - ମହାନଦୀ ବାଲି ବାଲିଯାତ୍ରା ଭୂଇଁ ମଞ୍ଚ, କଟକ
ପ୍ରସ୍ତୁତି - ଗୀତିନାଟ୍ୟ “ମେଘନାଦ ବଧ ”
୨୦୦୩ ବାଲିଯାତ୍ରା ଉତ୍ସବ – ନଭେମ୍ବର ୧୨,୨୦୦୩
ମଞ୍ଚ - ମହାନଦୀ ବାଲି ବାଲିଯାତ୍ରା ଭୂଇଁ ମଞ୍ଚ, କଟକ
ପ୍ରସ୍ତୁତି - ଗୀତିନାଟ୍ୟ “ସର୍ପଯଜ୍ଞ ”
୨୦୦୪ ବାଲିଯାତ୍ରାଉତ୍ସବ – ନଭେମ୍ବର, ୨୦୦୪
ମଞ୍ଚ - ମହାନଦୀ ବାଲି ବାଲିଯାତ୍ରା ଭୂଇଁ ମଞ୍ଚ, କଟକ
ପ୍ରସ୍ତୁତି - ଗୀତିନାଟ୍ୟ “ଶାମ୍ବବଧ ”
୨୦୦୫ ବାଲିଯାତ୍ରାଉତ୍ସବ – ନଭେମ୍ବର, ୨୦୦୫
ମଞ୍ଚ - ମହାନଦୀ ବାଲି ବାଲିଯାତ୍ରା ଭୂଇଁ ମଞ୍ଚ, କଟକ
ପ୍ରସ୍ତୁତି - ଗୀତିନାଟ୍ୟ “ଜଳନ୍ଧର ବଧ ”
୨୦୦୬ ବାଲିଯାତ୍ରା ଉତ୍ସବ – ନଭେମ୍ବର, ୨୦୦୬
ମଞ୍ଚ - ମହାନଦୀ ବାଲି ବାଲିଯାତ୍ରା ଭୂଇଁ ମଞ୍ଚ, କଟକ
ପ୍ରସ୍ତୁତି - ଗୀତିନାଟ୍ୟ “ଦ୍ରୋଣାଚାର୍ଯ୍ୟ ବଧ ”