ଦ୍ଵିତୀୟ ପଚିଶ ବର୍ଷ ( ୧୯୮୮-୨୦୧୩ )
ପ୍ରଥମ ଭାଗ
ବର୍ଷ ବିବରଣୀ
୧୯୮୮ ରଜତ ଜୟନ୍ତୀ ଉତ୍ସବ – “ସ୍ମୃତିଚାରଣ”, ମାର୍ଚ୍ଚ ୧,୧୯୮୮
ଦୂରଦର୍ଶନ କାର୍ଯ୍ୟକ୍ରମ – “କର୍ଣ୍ଣବଧ”, ଅକ୍ଟୋବର ୨୭,୧୯୮୮
ରଜତ ଜୟନ୍ତୀ ସ୍ମରଣିକା ଉନ୍ମୋଚନ ଉତ୍ସବ, ନଭେମ୍ବର୧୯୮୮
କାର୍ତ୍ତିକ ଉତ୍ସବ – ବାଲିଯାତ୍ରା, ନଭେମ୍ବର ୨୭, ୧୯୮୮
ମଞ୍ଚ - ବାରବାଟି ଦୁର୍ଗ ଗଡଖାଈ ନିକଟସ୍ଥ ମୁକ୍ତାକାଶ “ବିରାଟ ପ୍ରେକ୍ଷା ”
ପ୍ରସ୍ତୁତି - ଗୀତିନାଟ୍ୟ “ଦ୍ରୌପଦୀ ସ୍ଵୟମ୍ଵର ”
୧୯୮୯ ଉତ୍କଳ ଦିବସ ଉତ୍ସବ
(୧)
ଏପ୍ରିଲ୍ ୧, ୧୯୮୯
ମଞ୍ଚ - ମୁକ୍ତାକାଶ ମଞ୍ଚ, ହଂସଧ୍ଵନି ପ୍ରଗତି ମଇଦାନ୍, ନୂଆ ଦିଲ୍ଲୀ
ପ୍ରସ୍ତୁତି - ଗୀତିନାଟ୍ୟ “କର୍ଣ୍ଣବଧ ”
(୨)
ଏପ୍ରିଲ୍ ୩, ୧୯୮୯
ମଞ୍ଚ - ଏମ୍ ଏନ୍ ରାୟ ସଭାଗୃହ, ଡେରାଡୁନ୍, ହିମାଚଳ ପ୍ରଦେଶ
ପ୍ରସ୍ତୁତି - ଗୀତିନାଟ୍ୟ “କର୍ଣ୍ଣବଧ ”
ବିଷୁବ ସଂକାନ୍ତି ଉତ୍ସବ - ଏପ୍ରିଲ୍ ୧୪,୧୯୮୯
ମଞ୍ଚ - ମୁକ୍ତାକାଶ ମଞ୍ଚ, ଗୌରୀଶଙ୍କର ପାର୍କ, କଟକ
ପ୍ରସ୍ତୁତି - ଗୀତିନାଟ୍ୟ “ସର୍ପଯଜ୍ଞ ”
ଓଡିଶା ସରକାର ସଂସ୍କୃତି ବିଭାଗ କାର୍ଯ୍ୟକ୍ରମ, ଜୁଲାଇ ୨୨,୧୯୮୯
ମଞ୍ଚ – ସରକାରୀ କଳା ଗୃହ, ଭୁବନେଶ୍ଵର
ପ୍ରସ୍ତୁତି - ଗୀତିନାଟ୍ୟ “କର୍ଣ୍ଣବଧ ”
ବ୍ୟଙ୍ଗ ଗୀତିନାଟ୍ୟ “ଶ୍ରୀମତୀ ସମାର୍ଜନୀ ”
୧୯୯୦ ପୂର୍ବାଞ୍ଚଳ ଯାତ୍ରା ଉତ୍ସବ, ଏପ୍ରିଲ୍ ୪,୧୯୯୦
ମଞ୍ଚ – ନୌଗାଁ କଳା ଗୃହ, ଗୌହାଟୀ, ଆସାମ
ପ୍ରସ୍ତୁତି - ଗୀତିନାଟ୍ୟ “ସର୍ପଯଜ୍ଞ ”
ପାଇକ ଆଖଡା ଉତ୍ସବ ,ଜୁନ୍ ୧୫, ୧୯୯୦
ମଞ୍ଚ - ମୁକ୍ତାକାଶ ମଞ୍ଚ, ଖୋର୍ଦ୍ଧା ଗଡ, ଖୋର୍ଦ୍ଧା
ପ୍ରସ୍ତୁତି - ଗୀତିନାଟ୍ୟ “ସର୍ପଯଜ୍ଞ ”
କାର୍ତ୍ତିକ ଉତ୍ସବ – ବାଲିଯାତ୍ରା, ନଭେମ୍ବର ୧୧, ୧୯୯୦
ମଞ୍ଚ - ବାରବାଟି ଦୁର୍ଗ ଗଡଖାଈ ନିକଟସ୍ଥ ମୁକ୍ତାକାଶ “ବିରାଟ ପ୍ରେକ୍ଷା ”
ପ୍ରସ୍ତୁତି - ଗୀତିନାଟ୍ୟ “ଦ୍ରୋଣାଚାର୍ଯ୍ୟ ବଧ”
୧୯୯୧ ଉତ୍କଳ ଦିବସ ଉତ୍ସବ - ଏପ୍ରିଲ୍ ୧, ୧୯୯୧
ମଞ୍ଚ – କଳା ଗୃହ, ବାଙ୍ଗାଲୁରୁ, କର୍ଣ୍ଣାଟକ
ପ୍ରସ୍ତୁତି - ଗୀତିନାଟ୍ୟ “ଶ୍ରୀମଦ୍ ଭାଗବତ ”
କୋଣାର୍କ ଉତ୍ସବ, ନଭେମ୍ବର ୧୧, ୧୯୯୧
ମଞ୍ଚ - ମୁକ୍ତାକାଶ ମଞ୍ଚ, କୋଣାର୍କ , ପୁରୀ
ପ୍ରସ୍ତୁତି - ଗୀତିନାଟ୍ୟ “ସର୍ପଯଜ୍ଞ ”