ପ୍ରଥମ ପଚିଶ ବର୍ଷ ( ୧୯୬୩-୧୯୮୭ )
ଦ୍ଵିତୀୟ ଭାଗ
ବର୍ଷ ବିବରଣୀ
୧୯୮୦ କାର୍ତ୍ତିକଉତ୍ସବ – ବାଲିଯାତ୍ରା, ନଭେମ୍ବର ୨୪, ୧୯୮୦
ମଞ୍ଚ - ବାରବାଟି ଦୁର୍ଗ ଗଡଖାଈ ନିକଟସ୍ଥ ମୁକ୍ତାକାଶ “ବିରାଟ ପ୍ରେକ୍ଷା”
ପ୍ରସ୍ତୁତି - ଗୀତିନାଟ୍ୟ “ମହାଭାରତ”
୧୯୮୧ କାର୍ତ୍ତିକ ଉତ୍ସବ – ବାଲିଯାତ୍ରା, ନଭେମ୍ବର ୧୪ଓ ୧୫, ୧୯୮୧
ମଞ୍ଚ - ବାରବାଟି ଦୁର୍ଗ ଗଡଖାଈ ନିକଟସ୍ଥ ମୁକ୍ତାକାଶ “ବିରାଟ ପ୍ରେକ୍ଷା ”
ପ୍ରସ୍ତୁତି - ଗୀତିନାଟ୍ୟ “ସପ୍ତଶତୀ ଚଣ୍ଡୀ ”
୧୯୮୨ କାର୍ତ୍ତିକ ଉତ୍ସବ – ବାଲିଯାତ୍ରା, ଡିସେମ୍ବର ୩, ୧୯୮୨
ମଞ୍ଚ - ବାରବାଟି ଦୁର୍ଗ ଗଡଖାଈ ନିକଟସ୍ଥ ମୁକ୍ତାକାଶ “ବିରାଟ ପ୍ରେକ୍ଷା ”
ପ୍ରସ୍ତୁତି - ଗୀତିନାଟ୍ୟ “ବିରାଟ ପର୍ବ (କୀଚକବଧ ଓ ଗୋଧନହରଣ)”
୧୯୮୩ କାର୍ତ୍ତିକ ଉତ୍ସବ – ବାଲିଯାତ୍ରା, ନଭେମ୍ବର ୨୨,୧୯୮୩
ମଞ୍ଚ - ବାରବାଟି ଦୁର୍ଗ ଗଡଖାଈ ନିକଟସ୍ଥ ମୁକ୍ତାକାଶ “ବିରାଟ ପ୍ରେକ୍ଷା ”
ପ୍ରସ୍ତୁତି - ଗୀତିନାଟ୍ୟ “କୁମାରସମ୍ଭବ ”
୧୯୮୪ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧିଙ୍କର ଅକାଳ ବିୟୋଗ
କାର୍ଯ୍ୟକ୍ରମ ବନ୍ଦ
୧୯୮୫ କାର୍ତ୍ତିକ ଉତ୍ସବ – ବାଲିଯାତ୍ରା, ଡିସେମ୍ବର ୧,୧୯୮୫
ମଞ୍ଚ - ବାରବାଟି ଦୁର୍ଗ ଗଡଖାଈ ନିକଟସ୍ଥ ମୁକ୍ତାକାଶ “ବିରାଟ ପ୍ରେକ୍ଷା ”
ପ୍ରସ୍ତୁତି - ଗୀତିନାଟ୍ୟ “ରାବଣବଧ”
୧୯୮୬ ସମ୍ବାଦପତ୍ର "ପ୍ରଜାତନ୍ତ୍ର"ର ୩୯ତମଜୟନ୍ତୀ ଉତ୍ସବ,
ସେପ୍ଟେମ୍ଵର ୮, ୧୯୮୬
ମଞ୍ଚ - "ପ୍ରଜାତନ୍ତ୍ର" ପ୍ରେକ୍ଷାଗୃହ
ପ୍ରସ୍ତୁତି - ନାଟକ “ଅନ୍ଧଯୁଗ”
ମୂଳ ରଚନା - ସ୍ଵର୍ଗତ ଶ୍ରୀ ହରେକୃଷ୍ଣ ମହତାବ
କାର୍ତ୍ତିକ ଉତ୍ସବ – ବାଲିଯାତ୍ରା, ନଭେମ୍ବର ୧୭, ୧୯୮୬
ମଞ୍ଚ - ବାରବାଟି ଦୁର୍ଗ ଗଡଖାଈ ନିକଟସ୍ଥ ମୁକ୍ତାକାଶ “ବିରାଟ ପ୍ରେକ୍ଷା ”
ପ୍ରସ୍ତୁତି - ଗୀତିନାଟ୍ୟ “ଜୟଦ୍ରଥବଧ ”
୧୯୮୭ “ରଜତ ଜୟନ୍ତୀ” ଉଦ୍ ଘାଟନ ଉତ୍ସବ, ନଭେମ୍ବର ୩, ୧୯୮୭
ମଞ୍ଚ - କଳାବିକାଶ କେନ୍ଦ୍ର, କଟକ
ପ୍ରସ୍ତୁତି - ସମବେତ କଣ୍ଠ ସଙ୍ଗୀତ “ଦାରୁବ୍ରହ୍ମ”
ନୃତ୍ୟନାଟିକା – “ଆହେନୀଳ ଶଇଳ”
ବ୍ୟଙ୍ଗ ନାଟକ – “ସ୍ଵାମୀ ବି ବାକୀ ରେ”
କାର୍ତ୍ତିକ ଉତ୍ସବ – ବାଲିଯାତ୍ରା, ନଭେମ୍ବର ୬, ୧୯୮୭
ମଞ୍ଚ - ବାରବାଟି ଦୁର୍ଗ ଗଡଖାଈ ନିକଟସ୍ଥ ମୁକ୍ତାକାଶ “ବିରାଟ ପ୍ରେକ୍ଷା ”
ପ୍ରସ୍ତୁତି - ଗୀତିନାଟ୍ୟ “ଭୀଷ୍ମଶରଶଯ୍ୟା ”