କାର୍ଯ୍ୟକ୍ରମ (୧)
ପ୍ରଥମ ପଚିଶ ବର୍ଷ ( ୧୯୬୩ - ୧୯୮୭ )
ବର୍ଷ ବିବରଣୀ
୧୯୬୩ ଉଦ୍ଘାଟନ ଉତ୍ସବ - ନଭେମ୍ବର ୮,୧୯୬୩
ମଞ୍ଚ - ନାରୀସଂଘସଦନ, କଟକ
ପ୍ରସ୍ତୁତି - ଐତିହାସିକ ନାଟକ “ରାଣା ପ୍ରତାପ”
ରଚନା, ସଂଳାପ ଓ ନିର୍ଦେଶନା - ଶ୍ରୀ ବିଶ୍ଵଭୂଷଣ ହରିଚନ୍ଦନ
ନିର୍ଦେଶନା ସହାୟତା - ଶ୍ରୀ ଶୁଭାଞ୍ଜନ ମହାନ୍ତି
୧୯୬୪ ରଜଉତ୍ସବ - ରଜ ସଂକ୍ରାନ୍ତି, ଜୁନ୍ ୧୫, ୧୯୬୪
ମଞ୍ଚ - ଜନତା ରଙ୍ଗମଞ୍ଚ, କଟକ
ପ୍ରସ୍ତୁତି - ନୃତ୍ୟ ନାଟିକା “ଇନ୍ଦୁମତୀ”
ସଂକଳନ - ଶ୍ରୀ ଚନ୍ଦ୍ରଶେଖର ମିଶ୍ର
ନୃତ୍ୟ ନିର୍ଦେଶନା - ସ୍ଵର୍ଗତ ପଦ୍ମବିଭୂଷଣ ଗୁରୁ ଶ୍ରୀ କେଳୁଚରଣ ମହାପାତ୍ର
ସଂଗୀତ ନିର୍ଦେଶନା -ସ୍ଵର୍ଗତ ପଣ୍ଡିତ ଭୁବନେଶ୍ଵର ମିଶ୍ର
୧୯୬୫ ରଜଉତ୍ସବ - ରଜ ସଂକ୍ରାନ୍ତି, ଜୁନ୍ ୧୫,୧୯୬୫
ମଞ୍ଚ - ଜନତା ରଙ୍ଗମଞ୍ଚ, କଟକ
ପ୍ରସ୍ତୁତି - ନାଟକ "ଫଟା ରସିକ", ନୃତ୍ୟନାଟିକା "ମାଟି"
ଭାରତ ପ୍ରତିରକ୍ଷା ପାଣ୍ଠି ବିଶେଷ କାର୍ଯ୍ୟକ୍ରମ – ଅଗଷ୍ଟ ୧୫,୧୯୬୫
ମଞ୍ଚ - ନାରୀସଂଘ ସଦନ, କଟକ
ପ୍ରସ୍ତୁତି - ସଙ୍ଗୀତ ସଭା “ତୂର୍ଯ୍ୟନାଦ”
ପ୍ରଧାନ ଅତିଥି - ସ୍ଵର୍ଗତ ପଦ୍ମଭୂଷଣ ଶ୍ରୀ ରାଧାନାଥ ରଥ
କାର୍ତ୍ତିକ ଉତ୍ସବ – କାର୍ତ୍ତିକ ପୂର୍ଣ୍ଣମୀ, ନଭେମ୍ବର ୮, ୧୯୬୫
ମଞ୍ଚ - ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ, କଟକ
ପ୍ରସ୍ତୁତି - ନୃତ୍ୟ ନାଟିକା “ବୋଇତ ବନ୍ଦାଣ ”
୧୯୬୬ ରଜଉତ୍ସବ - ରଜ ସଂକ୍ରାନ୍ତି, ଜୁନ୍ ୧୫,୧୯୬୬
ମଞ୍ଚ - ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ, କଟକ
ପ୍ରସ୍ତୁତି - ନୃତ୍ୟ ନାଟିକା “ଆଜି ପହିଲି ରଜ ”
ନାଟକ "ତମ୍ବୁ ଓ ତମସା"
କାର୍ତ୍ତିକ ଉତ୍ସବ – କାର୍ତ୍ତିକ ପୂର୍ଣ୍ଣମୀ ବାଲିଯାତ୍ରା, ନଭେମ୍ବର ୨୨,୧୯୬୬
ମଞ୍ଚ - ବାରବାଟି ଦୁର୍ଗ ଗଡଖାଈ ନିକଟସ୍ଥ ମୁକ୍ତାକାଶ “ବିରାଟ ପ୍ରେକ୍ଷା”
ପ୍ରସ୍ତୁତି - ଗୀତିନାଟ୍ୟ “ବିରାଟ ଗୋଧନ ହରଣ”
ରଚନା - ସ୍ଵର୍ଗତ ଗଣକବି ଶ୍ରୀ ବୈଷ୍ଣବ ଚରଣ ପାଣି
ପ୍ରଯୋଜନା ଓ ନିର୍ଦେଶନା - ସ୍ଵର୍ଗତ ଶ୍ରୀ ଧୀରେନ୍ ଦାଶ
ସଂଗୀତ ନିର୍ଦେଶନା - ସ୍ଵର୍ଗତ କିଶୋରକବି ଶ୍ରୀ ଶ୍ୟାମସୁନ୍ଦର କର
ସଂଗୀତ ସହାୟତା - ସ୍ବର୍ଗତ ଶ୍ରୀ କୃଷ୍ଣଚନ୍ଦ୍ର ପାଣ୍ଡେ
୧୯୬୭ ରଜଉତ୍ସବ - ରଜ ସଂକ୍ରାନ୍ତି, ଜୁନ୍ ୧୫,୧୯୬୭
ମଞ୍ଚ - କଟକ ୟୁନିୟନ୍ କ୍ଲବ୍ ପ୍ରାଙ୍ଗଣ ମୁକ୍ତାକାଶ ମଞ୍ଚ
ପ୍ରସ୍ତୁତି - ଏକାଙ୍କିକା “ତାରୁଣ୍ୟର ବିଦ୍ରୋହ”
ବ୍ୟଙ୍ଗାତ୍ମକ ନାଟକ “ଚିଫ୍ଗେଷ୍ଟ”
ରଚନା - ସ୍ବର୍ଗତ ଶ୍ରୀ ମନମୋହନ ମିଶ୍ର
ନିର୍ଦେଶନା - ସ୍ଵର୍ଗତ ଶ୍ରୀ ଧୀରେନ୍ ଦାଶ
କାର୍ତ୍ତିକ ଉତ୍ସବ – କାର୍ତ୍ତିକ ପୂର୍ଣ୍ଣମୀ ବାଲିଯାତ୍ରା, ନଭେମ୍ବର ୨୨,୧୯୬୭
ମଞ୍ଚ - ବାରବାଟି ଦୁର୍ଗ ଗଡଖାଈ ନିକଟସ୍ଥ ମୁକ୍ତାକାଶ “ବିରାଟ ପ୍ରେକ୍ଷା ”
ପ୍ରସ୍ତୁତି - ଗୀତିନାଟ୍ୟ “କର୍ଣ୍ଣବଧ ”
ରଚନା - ସ୍ଵର୍ଗତ ଗଣକବି ଶ୍ରୀ ବୈଷ୍ଣବ ଚରଣ ପାଣି
ପ୍ରଯୋଜନା ଓ ନିର୍ଦେଶନା - ସ୍ଵର୍ଗତ ଶ୍ରୀ ଧୀରେନ୍ ଦାଶ
ସଂଗୀତ ନିର୍ଦେଶନା - ସ୍ଵର୍ଗତ କିଶୋରକବି ଶ୍ରୀ ଶ୍ୟାମସୁନ୍ଦର କର
ସଂଗୀତ ସହାୟତା - ଶ୍ରୀ ଚନ୍ଦ୍ରଶେଖର ମିଶ୍ର
୧୯୬୮ ରଜ ଉତ୍ସବ - ରଜ ସଂକ୍ରାନ୍ତି, ଜୁନ୍ ୧୫, ୧୯୬୭
ମଞ୍ଚ - କଟକ ଟାଉନ୍ ହଲ୍
ପ୍ରସ୍ତୁତି - ଏକାଙ୍କିକା “ବିଜ୍ଞାପନର ଅତ୍ୟାଚାର”
ରଚନା - ସ୍ବର୍ଗତ ଶ୍ରୀ ମନମୋହନ ମିଶ୍ର
ନିର୍ଦେଶନା - ଶ୍ରୀ ଚନ୍ଦ୍ରଶେଖର ମିଶ୍ର
କାର୍ତ୍ତିକ ଉତ୍ସବ – କାର୍ତ୍ତିକ ପୂର୍ଣ୍ଣମୀ ବାଲିଯାତ୍ରା, ନଭେମ୍ବର ୬, ୧୯୬୮
ମଞ୍ଚ - ବାରବାଟି ଦୁର୍ଗ ଗଡଖାଈ ନିକଟସ୍ଥ ମୁକ୍ତାକାଶ “ବିରାଟ ପ୍ରେକ୍ଷା ”
ପ୍ରସ୍ତୁତି - ଗୀତିନାଟ୍ୟ “ବିରାଟ ଗୋଧନ ହରଣ ”
ରଚନା - ସ୍ଵର୍ଗତ ଗଣକବି ଶ୍ରୀ ବୈଷ୍ଣବ ଚରଣ ପାଣି
ପ୍ରଯୋଜନା ଓ ନିର୍ଦେଶନା - ସ୍ଵର୍ଗତ ଶ୍ରୀ ଧୀରେନ୍ ଦାଶ
ସଂଗୀତ ନିର୍ଦେଶନା - ସ୍ଵର୍ଗତ କିଶୋରକବି ଶ୍ରୀ ଶ୍ୟାମସୁନ୍ଦର କର
ସଂଗୀତ ସହାୟତା - ସ୍ବର୍ଗତ ଶ୍ରୀ କୃଷ୍ଣଚନ୍ଦ୍ର ପାଣ୍ଡେ
୧୯୬୯ ରଜଉତ୍ସବ - ରଜ ସଂକ୍ରାନ୍ତି, ଜୁନ୍ ୧୫,୧୯୬୭
ମଞ୍ଚ - କଟକ ୟୁନିଅନ୍ କ୍ଲବ୍
ପ୍ରସ୍ତୁତି - ଏକାଙ୍କିକା “ଅଶୋକ ”
ନୃତ୍ୟ ନାଟିକା - "ଧରିତ୍ରୀ"
ଗୀତି ଏକାଙ୍କିକା - "ଚଣ୍ଡାଳ"
ପରିଚାଳନା - ଶ୍ରୀ ଚନ୍ଦ୍ରଶେଖର ମିଶ୍ର
ସହଯୋଗିତା - ଶ୍ରୀ ନାରାୟଣ ସିଂହ
କାର୍ତ୍ତିକ ଉତ୍ସବ – କାର୍ତ୍ତିକ ପୂର୍ଣ୍ଣମୀ ବାଲିଯାତ୍ରା, ନଭେମ୍ବର ୨୩, ୧୯୬୯
ମଞ୍ଚ - ବାରବାଟି ଦୁର୍ଗ ଗଡଖାଈ ନିକଟସ୍ଥ ମୁକ୍ତାକାଶ “ବିରାଟ ପ୍ରେକ୍ଷା ”
ପ୍ରସ୍ତୁତି - ଗୀତିନାଟ୍ୟ “ଦ୍ରୋଣାଚାର୍ଯ୍ୟ ବଧ ”
ରଚନା - ସ୍ଵର୍ଗତ ଗଣକବି ଶ୍ରୀ ବୈଷ୍ଣବ ଚରଣ ପାଣି
ପ୍ରଯୋଜନା ଓ ନିର୍ଦେଶନା - ସ୍ଵର୍ଗତ ଶ୍ରୀ ଧୀରେନ୍ ଦାଶ
ସଂଗୀତ ନିର୍ଦେଶନା - ସ୍ଵର୍ଗତ କିଶୋରକବି ଶ୍ରୀ ଶ୍ୟାମସୁନ୍ଦର କର
ସଂଗୀତ ସହାୟତା - ସ୍ବର୍ଗତ ଶ୍ରୀ କୃଷ୍ଣଚନ୍ଦ୍ର ପାଣ୍ଡେ
୧୯୭୦ କାର୍ତ୍ତିକ ଉତ୍ସବ – ବାଲିଯାତ୍ରା, ନଭେମ୍ବର ୧୩ ଓ ୧୪,୧୯୭୦
ମଞ୍ଚ - ବାରବାଟି ଦୁର୍ଗ ଗଡଖାଈ ନିକଟସ୍ଥ ମୁକ୍ତାକାଶ “ବିରାଟ ପ୍ରେକ୍ଷା ”
ପ୍ରସ୍ତୁତି - ଗୀତିନାଟ୍ୟ “ବାଲିଯାତ୍ରା ”
ପ୍ରଯୋଜନା ଓ ନିର୍ଦେଶନା - ସ୍ଵର୍ଗତ ଶ୍ରୀ ଧୀରେନ୍ ଦାଶ
ସଂଗୀତ ନିର୍ଦେଶନା - ସ୍ଵର୍ଗତ କିଶୋରକବି ଶ୍ରୀ ଶ୍ୟାମସୁନ୍ଦର କର
୧୯୭୧ କାର୍ତ୍ତିକ ଉତ୍ସବ – ବାଲିଯାତ୍ରା, ନଭେମ୍ବର ୪, ୧୯୭୧
ମଞ୍ଚ - ବାରବାଟି ଦୁର୍ଗ ଗଡଖାଈ ନିକଟସ୍ଥ ମୁକ୍ତାକାଶ “ବିରାଟ ପ୍ରେକ୍ଷା ”
ପ୍ରସ୍ତୁତି - ଗୀତିନାଟ୍ୟ “ଭୀଷ୍ମ ଶରଶଯ୍ୟା ”
ରଚନା - ସ୍ଵର୍ଗତ ଗଣକବି ଶ୍ରୀ ବୈଷ୍ଣବ ଚରଣ ପାଣି
ପ୍ରଯୋଜନା ଓ ନିର୍ଦେଶନା - ସ୍ଵର୍ଗତ ଶ୍ରୀ ଧୀରେନ୍ ଦାଶ
ସଂଗୀତ ନିର୍ଦେଶନା - ସ୍ଵର୍ଗତ କିଶୋରକବି ଶ୍ରୀ ଶ୍ୟାମସୁନ୍ଦର କର
୧୯୭୨ କାର୍ତ୍ତିକ ଉତ୍ସବ – ବାଲିଯାତ୍ରା, ନଭେମ୍ବର ୨୦, ୧୯୭୨
ମଞ୍ଚ - ବାରବାଟି ଦୁର୍ଗ ଗଡଖାଈ ନିକଟସ୍ଥ ମୁକ୍ତାକାଶ “ବିରାଟ ପ୍ରେକ୍ଷା ”
ପ୍ରସ୍ତୁତି - ଗୀତିନାଟ୍ୟ “ଶାମ୍ବବିଭା ”
ରଚନା - ସ୍ଵର୍ଗତ ଗଣକବି ଶ୍ରୀ ବୈଷ୍ଣବ ଚରଣ ପାଣି
ପ୍ରଯୋଜନା ଓ ନିର୍ଦେଶନା - ସ୍ଵର୍ଗତ ଶ୍ରୀ ଧୀରେନ୍ ଦାଶ
ସଂଗୀତ ନିର୍ଦେଶନା - ସ୍ଵର୍ଗତ କିଶୋରକବି ଶ୍ରୀ ଶ୍ୟାମସୁନ୍ଦର କର
୧୯୭୩ ଓଡିଶାରେ ବାତ୍ୟା ଓ ବନ୍ୟା ଯୋଗୁଁ କାର୍ଯ୍ୟକ୍ରମ ବାତିଲ୍
୧୯୭୪ କାର୍ତ୍ତିକ ଉତ୍ସବ – ବାଲିଯାତ୍ରା, ନଭେମ୍ବର ୩୦, ୧୯୭୪
ମଞ୍ଚ - ବାରବାଟି ଦୁର୍ଗ ଗଡଖାଈ ନିକଟସ୍ଥ ମୁକ୍ତାକାଶ “ବିରାଟ ପ୍ରେକ୍ଷା ”
ପ୍ରସ୍ତୁତି - ଗୀତିନାଟ୍ୟ “ମେରୁଶୂଳ ବଧ ”
ରଚନା - ସ୍ଵର୍ଗତ ଗଣକବି ଶ୍ରୀ ବୈଷ୍ଣବ ଚରଣ ପାଣି
ପ୍ରଯୋଜନା ଓ ନିର୍ଦେଶନା - ସ୍ଵର୍ଗତ ଶ୍ରୀ ଧୀରେନ୍ ଦାଶ
ସଂଗୀତ ନିର୍ଦେଶନା - ସ୍ଵର୍ଗତ କିଶୋରକବି ଶ୍ରୀ ଶ୍ୟାମସୁନ୍ଦର କର
୧୯୭୫ କାର୍ତ୍ତିକ ଉତ୍ସବ – ବାଲିଯାତ୍ରା, ନଭେମ୍ବର ୧୮,୧୯୭୫
ମଞ୍ଚ - ବାରବାଟି ଦୁର୍ଗ ଗଡଖାଈ ନିକଟସ୍ଥ ମୁକ୍ତାକାଶ “ବିରାଟ ପ୍ରେକ୍ଷା ”
ପ୍ରସ୍ତୁତି - ଗୀତିନାଟ୍ୟ “କର୍ଣ୍ଣବଧ ”
ରଚନା - ସ୍ଵର୍ଗତ ଗଣକବି ଶ୍ରୀ ବୈଷ୍ଣବ ଚରଣ ପାଣି
ପ୍ରଯୋଜନା ଓ ନିର୍ଦେଶନା - ସ୍ଵର୍ଗତ ଶ୍ରୀ ଧୀରେନ୍ ଦାଶ
ସଂଗୀତ ନିର୍ଦେଶନା - ସ୍ଵର୍ଗତ କିଶୋରକବି ଶ୍ରୀ ଶ୍ୟାମସୁନ୍ଦର କର
୧୯୭୬ କାର୍ତ୍ତିକ ଉତ୍ସବ – ବାଲିଯାତ୍ରା, ନଭେମ୍ବର ୮, ୧୯୭୬
ମଞ୍ଚ - ବାରବାଟି ଦୁର୍ଗ ଗଡଖାଈ ନିକଟସ୍ଥ ମୁକ୍ତାକାଶ “ବିରାଟ ପ୍ରେକ୍ଷା ”
ପ୍ରସ୍ତୁତି - ଗୀତିନାଟ୍ୟ “ଭୀଷ୍ମ ଶରଶଯ୍ୟା ”
ରଚନା - ସ୍ଵର୍ଗତ ଗଣକବି ଶ୍ରୀ ବୈଷ୍ଣବ ଚରଣ ପାଣି
ପ୍ରଯୋଜନା ଓ ନିର୍ଦେଶନା - ସ୍ଵର୍ଗତ ଶ୍ରୀ ଧୀରେନ୍ ଦାଶ
ସଂଗୀତ ନିର୍ଦେଶନା - ସ୍ଵର୍ଗତ କିଶୋରକବି ଶ୍ରୀ ଶ୍ୟାମସୁନ୍ଦର କର
୧୯୭୭ କାର୍ତ୍ତିକଉତ୍ସବ – ବାଲିଯାତ୍ରା, ନଭେମ୍ବର ୨୫, ୧୯୭୭
ମଞ୍ଚ - ବାରବାଟି ଦୁର୍ଗ ଗଡଖାଈ ନିକଟସ୍ଥ ମୁକ୍ତାକାଶ “ବିରାଟ ପ୍ରେକ୍ଷା ”
ପ୍ରସ୍ତୁତି – କଂସବଧ
୧୯୭୮ କାର୍ତ୍ତିକ ଉତ୍ସବ – ବାଲିଯାତ୍ରା, ନଭେମ୍ବର ୧୬ ଓ୧୭, ୧୯୭୮
(ଆନ୍ତର୍ଜାତିକ ଲୋକସଂସ୍କୃତି ସମ୍ପାନ)
ମଞ୍ଚ - ବାରବାଟି ଦୁର୍ଗ ଗଡଖାଈ ନିକଟସ୍ଥ ମୁକ୍ତାକାଶ “ବିରାଟ ପ୍ରେକ୍ଷା ”
ପ୍ରସ୍ତୁତି - ଗୀତିନାଟ୍ୟ “ଦ୍ରୋଣାଚାର୍ଯ୍ୟ ବଧ ”
ରଚନା - ସ୍ଵର୍ଗତ ଗଣକବି ଶ୍ରୀ ବୈଷ୍ଣବ ଚରଣ ପାଣି
ପ୍ରଯୋଜନା ଓ ନିର୍ଦେଶନା - ସ୍ଵର୍ଗତ ଶ୍ରୀ ଧୀରେନ୍ ଦାଶ
ସଂଗୀତ ନିର୍ଦେଶନା - ସ୍ଵର୍ଗତ କିଶୋରକବି ଶ୍ରୀ ଶ୍ୟାମସୁନ୍ଦର କର
ସଂଗୀତ ସହାୟତା - ସ୍ବର୍ଗତ ଶ୍ରୀ କୃଷ୍ଣଚନ୍ଦ୍ର ପାଣ୍ଡେ
ଦୂରଦର୍ଶନ କାର୍ଯ୍ୟକ୍ରମ
ପ୍ରସ୍ତୁତି - ଗୀତିନାଟ୍ୟ “ଶାମ୍ବବିଭା ”
୧୯୭୯ ଉତ୍କଳ ଦିବସ ଉତ୍ସବ – ଏପ୍ରିଲ୍ ୧,୧୯୭୯
ମଞ୍ଚ - ମୁକ୍ତାକାଶ ମଞ୍ଚ, ପରେଡ୍ ପଡିଆ, ଭୁବନେଶ୍ୱର
ପ୍ରସ୍ତୁତି - ଗୀତିନାଟ୍ୟ “ଦ୍ରୋଣାଚାର୍ଯ୍ୟ ବଧ ”
କାର୍ତ୍ତିକ ଉତ୍ସବ – ବାଲିଯାତ୍ରା, ନଭେମ୍ବର ୫,୧୯୭୯
ମଞ୍ଚ - ବାରବାଟି ଦୁର୍ଗ ଗଡଖାଈ ନିକଟସ୍ଥ ମୁକ୍ତାକାଶ “ବିରାଟ ପ୍ରେକ୍ଷା ”
ପ୍ରସ୍ତୁତି - ଗୀତିନାଟ୍ୟ “ସମ୍ପୂର୍ଣ୍ଣ ରାମାୟଣ ”
ହସ୍ତଶିଳ୍ପ ପ୍ରଦର୍ଶନୀ ଉତ୍ସବ – ଡିସେମ୍ଵର୍ ୧୧, ୧୯୭୯
ମଞ୍ଚ - ମୁକ୍ତାକାଶ ମଞ୍ଚ, କିଲ୍ଲା ପଡିଆ, କଟକ
ପ୍ରସ୍ତୁତି - ଗୀତିନାଟ୍ୟ “ଶାମ୍ବବିଭା ”